• 2 months ago
ଝାରସୁଗୁଡା: ଦୁଇ ମହାପୁରୁଷଙ୍କ ଜନ୍ମୋତ୍ସବ ପାଳୁଛି ରାଜ୍ୟ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ଏହି ଅବସରରେ  ଜିଲ୍ଳା ପ୍ରଶାସନ ପକ୍ଷରୁ ଜନ୍ମୋତ୍ସବ ପାଳନ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ବିଧାୟକ ଟଙ୍କଧର ତ୍ରିପାଠୀ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ପ୍ରବେଶ ଗେଟ୍ ତଥା ପରିସର ମଧ୍ୟରେ ଥିବା ଦୁଇଟି ଯାକ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଡିଏମଏଫ ଅଡୋଟରୀୟମଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ବି ପଢନ୍ତୁ...ପରାକ୍ରମ ଦିବସରେ ନେତାଜୀଙ୍କ ସ୍ମୃତିଚାରଣ, ମୁଖ୍ୟମନ୍ତ୍ରୀ କହିଲେ 'ଇତିହାସ ଦେଇନି ଉଚିତ ସମ୍ମାନ'ଏହା ବି ପଢନ୍ତୁ...ବାଲୁକାକଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳିଏହି କାର୍ଯ୍ୟକ୍ରମରେ ବହୁ ଅତିଥି ସାମିଲ ରହିଥିଲେ । ଜିଲ୍ଲାର ବହୁ ବୁଦ୍ଧିଜୀବୀ ଏବଂ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।  ଏହି ଜନ୍ମୋତ୍ସବ ଅବସରରେ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ମହାନ ଦୁଇ ବୀରପୁତ୍ରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଇଟିଭି ଭାରତ, ଝାରସୁଗୁଡା

Category

🗞
News
Transcript
00:00Long live Mr. Veer Surendra!
00:08Long live Mother India!
00:14On behalf of the district administration,
00:16I would like to thank the DMF administrative block for organizing this meeting.
00:21All the students, officials and teachers attended the meeting.
00:27All the respected people attended the meeting.
00:30I would like to thank Mr. Veer Surendra and Mr. Subash Chandra
00:40I would like to thank Mr. Veer Surendra and Mr. Subash Chandra
00:49Who all attended the meeting?
00:51All the students, officials and teachers attended the meeting.

Recommended