• 2 days ago
ଅନୁଗୋଳ: ଅସମ୍ଭାଳ ହେଲାଣି ଅନୁଗୋଳ ଜିଲ୍ଲାର ଵାୟୁ ପ୍ରଦୂଷଣ । ବାୟୁରେ ଧୂଳିକଣାର ସୂଚକାଙ୍କ ୨୦୦ରୁ ଅଧିକ ରହୁଛି । ଏଭଳି ସ୍ଥିତିରେ କୋଇଲା ଖଣି ପାଇଁ ଗଛ କଟା ହେଉଛି । ଫଳରେ ପ୍ରଦୂଷଣ କମିବା ପରିବର୍ତ୍ତେ ଏହା ବୃଦ୍ଧି ପାଉଛି । ଯାହାର ପ୍ରତିକାର କରିବା ନେଇ ସରକାରଙ୍କୁ ଅବଗତ କରିବା ପାଇଁ ଅନୁଗୋଳରୁ ମୁଖ୍ୟମନ୍ତ୍ରୀଙ୍କ କଯ୍ୟାଳୟକୁ ସାଇକେଲରେ ଯାତ୍ରା କରିଛନ୍ତି ଜିଲ୍ଲାର କିଛି ଯୁବ ସ୍ବେଚ୍ଛାସେବୀ । 
 ଅନୁଗୋଳ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୁବ ସମାଜସେବୀମାନଙ୍କ ଅଭିନବ ଉଦ୍ୟମ । ଆଜି ସକାଳ ୯ଟା ସମୟରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ୨୦ ଜଣ ଯୁବ ସମାଜସେବୀ ସାଇକେଲ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳେ ସାଇକେଲ ଯାତ୍ରାକୁ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଶୁଭାରମ୍ଭ କରିବା ସହ ଯୁବକମାନଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଛନ୍ତି ।ଏନେଇ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି କହିଛନ୍ତି, "ଅନୁଗୋଳ ଜିଲ୍ଲା ଏବେ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ଆହୁରି ଖଣି ଓ କାରଖାନା ପାଇଁ ବ୍ୟାପକ ଜଙ୍ଗଲ କାଟାଯାଉଛି । ତେଣୁ ଆଗକୁ ଏହା ପ୍ରଭାବରେ ଅନୁଗୋଳ ଜିଲ୍ଲା ଆଉ ବସବାସ ପାଇଁ ଉପଯୁକ୍ତ ହୋଇ ରହିବ ନାହିଁ । ଏବେଠାରୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାର ସମୟ ଆସିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବା ପାଇଁ ଯୁବ ସମାଜସେବୀ ମାନେ ସାଇକେଲରେ ଭୁବନେଶ୍ୱର ଯାତ୍ରା କରିଛନ୍ତି ।"
ସମାଜସେବୀ ପର୍ଶୁରାମ ଦାସ କହିଛନ୍ତି, "ଅନୁଗୋଳ ବର୍ତ୍ତମାନ ଏକ ପ୍ରଦୂଷିତ ସହର ଭାବରେ ପରିଗଣିତ ହୋଇଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନୁଗୋଳକୁ କୁପରି ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେ ଦିଗରେ ସରକାର ତତ୍ପରତା ଦେଖାନ୍ତୁ । ପ୍ରଦୂଷଣ ବିଭାଗ ଯେଭଳି କାମ କରିବା କଥା ସେଭଳି କରୁନାହିଁ । ତେଣୁ ଏଭଳି ସମସ୍ୟା ହେଉଛି । ଅନୁଗୋଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇବା ପାଇଁ ଜିଲ୍ଲାର 20 ଜଣ ସ୍ବେଚ୍ଛାସେବୀ ଅନୁଗୋଳରୁ ରାଜଭବନ ଅଭିମୁଖେ ବାହାରିଛୁ ।"  ଇଟିଭି ଭାରତ, ଅନୁଗୋଳ

Category

🗞
News
Transcript
00:30We are concerned about the way in which we can control the production and the way in which we can liberate the production.
00:42The government should show the truth.
00:44The production department should work.
00:46If they don't work, there will be a lot of problems.
00:48They should do their work properly.
00:50Then the production can be liberated.
00:52That is why we are calling on the people of Kudezhwar district to come forward and liberate the production.
01:04We will control the production.
01:06We will do what we can.
01:08Currently, there are thousands of forests that are being cut down.
01:10There is a lot of demand for biofuel.
01:12There is a lot of demand for biofuel.
01:14There is a lot of demand for biofuel.
01:16We are calling for biofuel.
01:18However, the government, central government, and the state government are asking for it.
01:22If it is possible to preserve the biofuel in the future,
01:24we will have to show the bitter reality.
01:26Especially, we are calling on the central government and the state government to take a stand.
01:36However, we are tripping up.
01:38We are tripping up.
01:40We are tripping up.
01:42But that is not helping.
01:44If we can stop this, then we will see whether our environment will change or not.
01:55Angul is one of the most polluted cities in Odisha right now.
02:00After Delhi, no one wants to go to Angul.
02:03I don't know what will happen to the environment.
02:07There is no electricity, there is no water, there is no electricity, there is no power plant.
02:15If we can stop this, then we will see whether our environment will change or not.

Recommended