• 2 days ago
 ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍‌ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍‌ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ଯାତ୍ରୀ ମାନେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍‌ ଯୋଗେ 18 ଜଣ ଶ୍ରଦ୍ଧାଳୁ  ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା ।  ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ

Category

🗞
News
Transcript
00:00It is a great honour for the entire state to have a great Kumbh Mela by the Pragya Raj.
00:07It is a great honour to have a holy place like this for 144 years.
00:13It is a great honour for the entire state to have a great Kumbh Mela by the Pragya Raj.
00:30It is a great honour for the entire state to have a great Kumbh Mela by the Pragya Raj.
00:59I was out on a pilgrimage on the 12th and I came back on the 13th.
01:05On the 14th, I took a bath in the Ganges and had a very good time.
01:10The ORTC staff was very good and the vehicle was also very comfortable.
01:15I didn't think that the Odisha government would arrange such a great event and the vehicle would be so comfortable.
01:20The vehicle was not even stuck in the train.
01:23That's when I found out that the Odisha government is doing this kind of facility.
01:28What do you feel about the people who come from the Gajapati district to visit Dharampur?
01:37I was very sad when I saw that the train tickets were not available in Mahakumbhubhu district.
02:20I was very sad when I saw that the train tickets were not available in Mahakumbhubhu district.
02:45I would like to thank the Pragya Raj for this Kumbh Mela and wish them all the best.

Recommended