ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍ ଯୋଗେ 18 ଜଣ ଶ୍ରଦ୍ଧାଳୁ ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ
Category
🗞
NewsTranscript
00:00The great Kumbh Mela of Prayag Raj was held in a holy place 144 years ago.
00:14On January 12th and February 26th, the Government of Odisha started a free bus service from Brahmapur to Prayag Raj.
01:01On January 13th and 14th, we had a free bus service from Prayag Raj to Ganga.
01:16We did not know that the Government of Odisha would provide such a free bus service.
01:21We did not know that the Government of Odisha would provide such a free bus service.
01:29What did you feel when you heard that the Government of Odisha would provide such a free bus service?
01:37At first, I was very sad when I heard that the free bus service would not be available.
01:49But later I came to know that the Government of Odisha would provide such a free bus service.
01:56So, I decided to book the free bus service.
02:01I booked the free bus service online.
02:05When I heard that the Government of Odisha would provide such a free bus service, I felt very happy.
02:13I felt very happy when I heard that the Government of Odisha would provide such a free bus service.
02:18When I reached Prayag, the Government of Odisha provided such a free bus service.
02:24I never imagined that I would be able to stay in such a beautiful place.
02:28The Government of Odisha provided such a free bus service.
02:32The Government of Odisha provided such a free bus service.
02:37The Government of Odisha provided such a free bus service.
02:45I would like to thank the Government of Odisha for providing such a free bus service.
02:55I would like to thank the Government of Odisha for providing such a free bus service.
03:05I would like to thank the Government of Odisha for providing such a free bus service.
03:15I would like to thank the Government of Odisha for providing such a free bus service.