Skip to playerSkip to main contentSkip to footer
  • 1/10/2025
ରାୟଗଡ଼ା: ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ନିମିଷକେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ରାୟଗଡା ସହରର ବାଲାଜୀ ମନ୍ଦିର ସମ୍ମୁଖରେ ଥିବା 3 ମହଲା ବିଶିଷ୍ଟ ଏସକେ ସପିଂ ମଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପ୍ରାୟ 60 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭୋର ପ୍ରାୟ 4ଟା ସମୟରେ କୌଣସି କାରଣ ବଶତଃ ଧୀରେ ଧୀରେ ନିଆଁ ବ୍ୟାପି ସକାଳ 5ଟା ସମୟରେ ନିଆଁ ଓ ଧୂଆଁ ବାହାରକୁ ଜଣାପଡିଥିଲା । ଏନେଇ ଦମକଳ ବାହିନୀକୁ ଜଣାଯାଇଥିଲା। ଖବର ପାଇ ଆଗ୍ନିଶମ ବାହିନୀ ଘଟଣାସ୍ଥଲେର ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଥିଲେ । ତେବେ ତଳ ମହଲାରେ ସବୁ ଲୁଗା ଓ ସୋ' କେଶ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖାପାଖି 40 ଲକ୍ଷରୁ ଅଦିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଛି । ସେପଟେ ଦମକଳ ବାହିନୀ ନିଆଁ ଲିଭାଇବାରେ ତତ୍ପରତା ଦେଖାଇବା ଯୋଗୁଁ ନିଆଁ ଉପର ମହଲାକୁ ବ୍ୟାପି ନଥିଲା । ଏହା ମଧ୍ୟ ପଢ଼ନ୍ତୁ...ନିମିଷକେ ଗ୍ରାସ କରିଦେଲା ନିଆଁ, ଛାରଖାର ୧୨ ପରିବାରର ଘରଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର MKCG ମେଡିକାଲରେ ଅଗ୍ନିକାଣ୍ଡଇଟିଭି ଭାରତ, ରାୟଗଡ଼ା

Category

🗞
News
Transcript
00:00♪♪
00:10♪♪
00:20♪♪
00:30♪♪
00:40♪♪
00:50♪♪
01:00♪♪
01:10♪♪
01:20♪♪
01:30♪♪
01:40♪♪
01:50♪♪
02:00♪♪

Recommended